ମା ତୋର କପାଳେ ସିନ୍ଦୂର ଦିଶେ ଗହନା ମଂଦାରର୍ମାଳ। ମା ତୋର ଆଖି ର କଜଲ ଦିଶେ ମଂଦାର ଲାଲ ଜର ଜର । ମା ତୋର କପାଳେ ସିନ୍ଦୂର ଦିଶେ ଗହନା ମଂଦାରର୍ମାଳ। ମା ତୋର ଆଖି ର କଜଲ ଦିଶେ ମଂଦାର ଳାଲ ଜର ଜର । ଚାରି ଦିଗେ କର୍ଷୁ ନୀଳା ଖେଲା , ଚାରି ଦିଗେ କର୍ଷୁ ନୀଳା ଖେଲା ଗୋ ମା ଗୋ ସର୍ବମଙ୍ଗଳା। ସବ୍କର୍ ମୁହେ ଲଗେଇଦେଶୁ କଲା ଗୋ ମା ଗୋ ସର୍ବମଙ୍ଗଳା । ମା ତୋର କପାଳେ ସିନ୍ଦୂର ଦିଶେ ଗହନା ମଂଦାରର୍ମାଳ। ମା ତୋର ଆଖି ର କଜଲ ଦିଶେ ମଂଦାର ଲାଲ ଜର ଜର ।
hi
公開
5ヶ月前
サンプル
音声サンプルはまだありません
